or_tq/rev/20/04.md

501 B
Raw Permalink Blame History

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିବାକୁ ମନାକଲେ ସେମାନଙ୍କ ସହ କ'ଣ ହେଲା ?

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିବାକୁ ମନା କରିଥିଲେ ସେମାନେ ଜୀବିତ ହେଲେ ଏବଂ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସହ ରାଜତ୍ଵ କଲେ । [:୪]