or_tq/rev/19/19.md

686 B
Raw Permalink Blame History

କ'ଣ କରିବା ନିମନ୍ତେ ପଶୁ ଏବଂ ପୃଥିବୀର ରାଜାମାନେ ବାହାରୁଥିଲେ ?

ସେମାନେ ଈଶ୍ଵରଙ୍କ ଏବଂ ତାହାର ସୈନ୍ୟବାହିନୀଙ୍କ ସହ ଯୁଦ୍ଧ କରିବାକୁ ବାହାରୁଥିଲେ । [୧୯:୧୯]

ପଶୁ ଏବଂ ଭଣ୍ଡ ଭାବବାଦୀଙ୍କ ପ୍ରତି କ'ଣ ଘଟିଲା ?

ପଶୁ ଏବଂ ଭଣ୍ଡ ଭାବବାଦୀ ଉଭୟ ଜୀବନ୍ତ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ । [୧୯:]