or_tq/rev/19/01.md

788 B
Raw Permalink Blame History

ଈଶ୍ଵରଙ୍କର ବିଚାର ବିଷୟରେ ସ୍ଵର୍ଗରେ ମହା ଶବ୍ଦ କ'ଣ କହିଲା ?

ଈଶ୍ଵରଙ୍କ ବିଚାର ସତ୍ୟ ଏବଂ ନ୍ୟାୟ ଥିଲା ବୋଲି ସେହି ମହା ଶବ୍ଦ ସ୍ଵର୍ଗରେ କହିଲା । [୧୯:୧-]

କାହିଁକି ମହାବେଶ୍ୟାକୁ ଈଶ୍ଵର ବିଚାର କଲେ ?

ଈଶ୍ଵର ସେହି ମହାବେଶ୍ୟାକୁ ବିଚାର କଲେ କାରଣ ସେ ଆପଣା ବ୍ୟଭିଚାର ଦ୍ଵାରା ପୃଥିବୀକୁ ଭ୍ରଷ୍ଟ କଲା ଏବଂ ଈଶ୍ଵରଙ୍କ ଦାସମାନଙ୍କର ରକ୍ତ ପାତ କଲା । [୧୯:]