or_tq/rev/16/02.md

434 B
Raw Permalink Blame History

ଯେତେବେଳେ ଈଶ୍ଵରଙ୍କ କ୍ରୋଧର ପ୍ରଥମ ପାତ୍ର ଢଳାଗଲା ସେତେବେଳେ କ'ଣ ଘଟିଲା ?

ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ସେମାନଙ୍କ ଶରୀରରେ ଅସୁନ୍ଦର ଏବଂ ଅତି କଷ୍ଟଦାୟକ ବିସ୍ଫୋଟକ ହେଲା । [୧୬:]