or_tq/rev/13/01.md

589 B
Raw Permalink Blame History

ଯୋହନ ଯେଉଁ ପଶୁକୁ ଦେଖିଲେ ସେହି ପଶୁ କେଉଁଠାରୁ ବାହାରି ଆସିଥିଲା ?

ସେହି ପଶୁ ସମୁଦ୍ରରୁ ବାହାରି ଆସିଲା । [୧୩:୧]

ପ୍ରକାଣ୍ଡ ସର୍ପ ସେହି ପଶୁକ କ'ଣ ଦେଲା ?

ପ୍ରକାଣ୍ଡ ସର୍ପ ସେହି ପଶୁକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ଶାସନ କରିବାକୁ ସମର୍ପଣ କଲା । [୧୩:]