or_tq/rev/10/01.md

825 B
Raw Permalink Blame History

ଯୋହନ ଯେଉଁ ପରାକ୍ରମୀ ଦୂତଙ୍କୁ ଦେଖିଲେ ତାହାଙ୍କର ମୁଖ ଓ ପାଦ କାହା ପରି ଦେଖାଯାଉ ଥିଲା ?

ଯୋହନ ଯେଉଁ ପରାକ୍ରମୀ ଦୂତଙ୍କୁ ଦେଖିଲେ ତାହାଙ୍କର ମୁଖ ସୂର୍ଯ୍ୟ ସଦୃଶ୍ୟ ଓ ପାଦ ଅଗ୍ନିସ୍ତମ୍ବ ସଦୃଶ୍ୟ ଥିଲା [୧୦:୧]।

ସେହି ପରାକ୍ରମୀ ଦୂତ କେଉଁଠାରେ ଠିଆ ହୋଇଥିଲେ ?

ସେହି ପରାକ୍ରମୀ ଦୂତ ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରିଥିଲେ [୧୦:]।