or_tq/rev/09/20.md

652 B
Raw Permalink Blame History

ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନଙ୍କର ଉତ୍ତର କ'ଣ ଥିଲା ?

ଯେଉଁ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ, ପୁଣି ଭୂତମାନଙ୍କ ପୂଜା ବନ୍ଦ କଲେ ନାହିଁ [୯:]।