or_tq/rev/08/01.md

636 B
Raw Permalink Blame History

ସ୍ଵର୍ଗରେ ନିରବତାର କାରଣ କ'ଣ ଥିଲା ?

ଯେତେବେଳେ ମେଷଶାବକ ସପ୍ତ ମୁଦ୍ରା ଖୋଲିଲେ, ସ୍ଵର୍ଗରେ ନିରବତା ହୋଇଥିଲା [୮:୧]।

ଈଶ୍ଵରଙ୍କ ସମ୍ମୁଖରେ ଠିଆ ହୋଇଥିବା ସପ୍ତ ଦୂତମାନଙ୍କୁ କ'ଣ ଦିଆ ଯାଇଥିଲା ?

ଈଶ୍ଵରଙ୍କ ସମ୍ମୁଖରେ ଠିଆ ହୋଇଥିବା ସପ୍ତ ଦୂତମାନଙ୍କୁ ସପ୍ତ ତୂରୀ ଦିଆଯାଇଥିଲା [୮:]।