or_tq/rev/05/01.md

647 B
Raw Permalink Blame History

ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଯୋହନ କ'ଣ ଦେଖିଲେ ?

ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ ଏକ ପୁସ୍ତକ ଯୋହନ ଦେଖିଲେ [୫:୧]।

ପୃଥିବୀରେ କିଏ ଏହି ପୁସ୍ତକ ଖୋଲିବାକୁ କିମ୍ବା ପଡିବାକୁ ଯୋଗ୍ୟ ଥିଲେ ?

ଏହି ପୁସ୍ତକ ଖୋଲିବାକୁ କିମ୍ବା ଏହା ପଡିବାକୁ କେହିଁ ଯୋଗ୍ୟ ନ ଥିଲେ [୫:-୪]।