or_tq/rev/04/01.md

755 B
Raw Permalink Blame History

ଯୋହନ କ'ଣ ଖୋଲା ହୋଇଥିବା ଦେଖିଲେ ?

ସ୍ଵର୍ଗରେ ଏକ ଦ୍ଵାର ଉନ୍ମୁକ୍ତ ହୋଇଥିବା ଯୋହନ ଦେଖିଲେ [୪:୧]।

ଯୋହନଙ୍କୁ ସେ କ'ଣ ଦେଖାଇବେ ବୋଲି ସେହି ସ୍ଵର କହିଲା ?

ଯୋହନଙ୍କୁ ଏହି ସବୁ ପରେ କ'ଣ ଘଟିବ ସେହି ସ୍ଵର ତାହା ଦେଖାଇବାକୁ କହିଲା [୪:୧]।

ସ୍ଵର୍ଗରେ କେଉଁ ସ୍ଥାନ ଉପରେ କେହିଜଣେ ବସିଥିଲେ ?

ସିଂହାସନ ଉପରେ କେହିଜଣେ ସ୍ଵର୍ଗରେ ବସିଥିଲେ [୪:]।