or_tq/rev/03/21.md

717 B
Raw Permalink Blame History

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଖ୍ରୀଷ୍ଟଙ୍କ ସହ ତାହାଙ୍କ ସିଂହାସନରେ ବସିବେ [୩:୨୧]।

ପୁସ୍ତକର ପାଠକଙ୍କୁ କାହାକୁ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି ?

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି ତାହା ପାଠକଙ୍କୁ ଶୁଣିବାକୁ ଖ୍ରୀଷ୍ଟ କହନ୍ତି [୩:]।