or_tq/rev/03/07.md

8 lines
801 B
Markdown

# ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି ?
ପୁସ୍ତକର ପରବର୍ତ୍ତୀ ଅଂଶଟି ଫିଲାଦେଲଫିଆ ମଣ୍ଡଳୀର ଦୂତଙ୍କୁ ଲେଖା ଯାଇଅଛି [୩:୭]।
# ଯଦିଓ ସେମାନଙ୍କର ଶକ୍ତି ସାମାନ୍ୟ ତଥାପି ଫିଲାଦେଲଫିଆ ମଣ୍ଡଳୀ କ'ଣ କରିଅଛନ୍ତି ?
ଫିଲାଦେଲଫିଆ ମଣ୍ଡଳୀ ଖ୍ରୀଷ୍ଟଙ୍କ ବାକ୍ୟକୁ ପାଳନ କରିଅଛନ୍ତି ଏବଂ ତାହାଙ୍କ ନାମକୁ ଅସ୍ୱୀକାର କରି ନାହାନ୍ତି [୩:୮]।