or_tq/rev/02/26.md

891 B
Raw Permalink Blame History

ଯେଉଁମାନେ ଜୟ କରନ୍ତି ସେମାନଙ୍କ ପ୍ରତି ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ ସମସ୍ତ ଜାତି ଉପରେ କ୍ଷମତା ଓ ପ୍ରଭାତୀ ତାରା ଦେବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [:୨୬,୨୮]।

ଏହି ପୁସ୍ତକର ପାଠକମାନେ କାହାକୁ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି ?

ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି ତାହା ପାଠକମାନେ ଶୁଣିବା ଉଚିତ୍ ବୋଲି ଖ୍ରୀଷ୍ଟ କହନ୍ତି [:୨୯]।