or_tq/rev/02/18.md

689 B
Raw Permalink Blame History

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ଥୁୟତୀରା ମଣ୍ଡଳୀର ଦୂତ ନିକଟକୁ ଲେଖା ଯାଇଅଛି [:୧୨]।

ଥୁୟତୀରା ମଣ୍ଡଳୀ କରିଥିବା କେଉଁ ଉତ୍ତମ କର୍ମଗୁଡିକ ଖ୍ରୀଷ୍ଟ ଜାଣନ୍ତି ?

ଥୁୟତୀରା ମଣ୍ଡଳୀର ପ୍ରେମ, ବିଶ୍ଵାସ, ସେବା, ଏବଂ ଧୈର୍ଯ୍ୟ ଖ୍ରୀଷ୍ଟ ଜାଣନ୍ତି [:୧୯]।