or_tq/rev/02/16.md

1.2 KiB
Raw Permalink Blame History

ଯଦି ଏହି ଲୋକମାନେ ଏହି ଭ୍ରାନ୍ତ ଶିକ୍ଷାଗୁଡିକୁ ଧରି ରଖନ୍ତି ଏବଂ ମନଃପରିବର୍ତ୍ତନ କରନ୍ତି ନାହିଁ ତେବେ ଖ୍ରୀଷ୍ଟ କ'ଣ କରିବେ ବୋଲି ସେ ସାବଧାନ କରନ୍ତି ?

ଯେଉଁମାନେ ଏହି ଭ୍ରାନ୍ତ ଶିକ୍ଷାଗୁଡିକୁ ଧରି ରଖନ୍ତି ସେ ଆସିବେ ପୁଣି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ବୋଲି ଖ୍ରୀଷ୍ଟ ସାବଧାନ କରାନ୍ତି [:୧୬]।

ଯେଉଁମାନେ ଜୟ କରନ୍ତି ସେମାନଙ୍କୁ ଖ୍ରୀଷ୍ଟ କ'ଣ ପ୍ରତିଜ୍ଞା କରନ୍ତି ?

ଯେଉଁମାନେ ଜୟ କରନ୍ତି ସେମାନେ ଗୁପ୍ତ ମାନ୍ନା ଖାଇବେ ପୁଣି ନୂତନ ନାମ ଲିଖିତ ଏକ ଶ୍ଵେତ ପ୍ରସ୍ତର ଗ୍ରହଣ କରିବେ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [:୧୭]।