or_tq/rev/02/12.md

1.1 KiB
Raw Permalink Blame History

ପୁସ୍ତକର ପରବର୍ତ୍ତୀ ଅଂଶଟି କେଉଁ ଦୂତଙ୍କୁ ଲେଖା ଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶଟି ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖା ଯାଇଅଛି [:୧୨]।

ପର୍ଗମ ମଣ୍ଡଳୀ କେଉଁଠାରେ ବାସ କରନ୍ତି ?

ଯେଉଁଠାରେ ଶୟତାନର ସିଂହାସନ ସେଠାରେ ପର୍ଗମ ମଣ୍ଡଳୀ ବାସ କରନ୍ତି [:୧୩]।

ଯେତେବେଳେ ଆନ୍ତିପାଙ୍କୁ ବଧ କରାଯାଇଥିଲା ପର୍ଗମ ମଣ୍ଡଳୀ ସେହି ଦିନମାନଙ୍କରେ କ'ଣ କଲା ?

ଯେତେବେଳେ ଆନ୍ତିପାଙ୍କୁ ବଧ କରାଯାଇଥିଲା ପର୍ଗମ ମଣ୍ଡଳୀ ଖ୍ରୀଷ୍ଟଙ୍କ ନାମକୁ ଦୃଢଭାବରେ ଧରି ବିଶ୍ଵାସକୁ ଅସ୍ୱୀକାର କଲା ନାହିଁ [:୧୩]।