4 lines
744 B
Markdown
4 lines
744 B
Markdown
# ଯେଉଁମାନେ ମରଣ ପର୍ଯ୍ୟନ୍ତ ବିଶ୍ଵସ୍ତ ରହନ୍ତି ଏବଂ ଜୟ କରନ୍ତି ସେମାନଙ୍କ ନିମନ୍ତେ କ'ଣ ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି ?
|
||
|
||
ଯେଉଁମାନେ ମରଣ ପର୍ଯ୍ୟନ୍ତ ବିଶ୍ଵସ୍ତ ରହନ୍ତି ଏବଂ ଜୟ କରନ୍ତି ସେମାନେ ଜୀବନରୂପ ମୁକୁଟ ପାଇବେ ଏବଂ ସେମାନେ ଦ୍ଵିତୀୟ ମୃତ୍ୟ ଦ୍ଵାରା ଆଘାତପ୍ରାପ୍ତ ହେବେ ନାହିଁ ବୋଲି ଖ୍ରୀଷ୍ଟ ପ୍ରତିଜ୍ଞା କରନ୍ତି [୨:୧୦-୧୧]।
|