or_tq/rev/02/03.md

829 B
Raw Permalink Blame History

ଏଫିସୀ ମଣ୍ଡଳୀ ବିରୁଦ୍ଧରେ ଖ୍ରୀଷ୍ଟ କ'ଣ କହନ୍ତି ?

ଏଫିସୀ ମଣ୍ଡଳୀ ସେମାନଙ୍କର ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛନ୍ତି ବୋଲି ଖ୍ରୀଷ୍ଟ କହନ୍ତି [:୪]।

ଯଦି ସେମାନେ ଅନୁତାପ ନ କରନ୍ତି ତେବେ ସେ କ'ଣ କରିବେ ବୋଲି ଖ୍ରୀଷ୍ଟ କହନ୍ତି ?

ଯଦି ସେମାନେ ଅନୁତାପ କରନ୍ତି ନାହିଁ ତେବେ ସେ ଅସିବେ ପୁଣି ସେମାନଙ୍କର ପ୍ରଦୀପ ସ୍ଵସ୍ଥାନରୁ ବାହାର କରିଦେବେ ବୋଲି ଖ୍ରୀଷ୍ଟ କହନ୍ତି [:୫]।