or_tq/rev/02/01.md

796 B
Raw Permalink Blame History

ପୁସ୍ତକର ପରବର୍ତ୍ତୀ ଅଂଶ କେଉଁ ଦୂତଙ୍କୁ ଲେଖାଯାଇଅଛି ?

ପୁସ୍ତକର ପରବର୍ତ୍ତୀ ଅଂଶ ଏଫିସ ମଣ୍ଡଳୀର ଦୂତଙ୍କୁ ଲେଖାଯାଇଅଛି [:୧]।

ଦୁଷ୍ଟମାନଙ୍କ ବିଷୟରେ ପୁଣି ଭଣ୍ଡ ଭାବବାଦୀମାନଙ୍କ ବିଷୟରେ ଏଫିସୀ ମଣ୍ଡଳୀ କ'ଣ କରିଅଛନ୍ତି ?

ଏଫିସୀ ମଣ୍ଡଳୀ ଦୁଷ୍ଟମାନଙ୍କ କ୍ରିୟା ସହ୍ୟ କରି ନାହାନ୍ତି ଏବଂ ଭଣ୍ଡ ଭାବବାଦୀମାନଙ୍କୁ ପରୀକ୍ଷା କରି ଚିହ୍ନି ଅଛନ୍ତି [:]।