or_tq/rev/01/19.md

404 B
Raw Permalink Blame History

ସପ୍ତ ନକ୍ଷତ୍ର ଏବଂ ସପ୍ତ ସୁବର୍ଣ୍ଣ ପ୍ରଦୀପଗୁଡିକର ଅର୍ଥ କ'ଣ ଥିଲା ?

ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଥିଲେ, ଏବଂ ସପ୍ତ ସୁବର୍ଣ୍ଣ ପ୍ରଦୀପଗୁଡିକ ସପ୍ତ ମଣ୍ଡଳୀ ଥିଲେ [୧:]।