or_tq/php/01/09.md

4 lines
411 B
Markdown

# ଫିଲିପ୍ପୀୟମାନଙ୍କ ମଧ୍ୟରେ ପାଉଲ କେଉଁ ବିଷୟ ଅଧିକରୁ ଅଧିକ ହେଉ ବୋଲି ପ୍ରାର୍ଥନା କରିବେ?
ପାଉଲ ପ୍ରାର୍ଥନା କଲେ ଯେ ଫିଲିପ୍ପୀୟମାନଙ୍କ ମଧ୍ୟରେ ପ୍ରେମ ଅଧିକରୁ ଅଧିକ ବୃଦ୍ଧି ହେଉ ।