or_tq/phm/01/16.md

8 lines
821 B
Markdown

# ଅନୀସିମ ସହ ଫିଲୀମୋନ କ’ଣ କରନ୍ତୁ ବୋଲି ପାଉଲ ଚାହାଁନ୍ତି?
ଫିଲୀମୋନ ଅନୀସିମକୁ ଦାସରୁ ମୁକ୍ତ କରି ଅନୀସିମକୁ ପାଉଲଙ୍କ ନିକଟକୁ ଫେରିବାକୁ ରାଜି ହୁଅନ୍ତୁ ବୋଲି ପାଉଲ ଚାହାଁନ୍ତି ।
# ପାଉଲ ବର୍ତ୍ତମାନ ଫିଲୀମୋନଙ୍କୁ ଅନୀସିମ ବିଷୟରେ ବିଚାର କରିବାକୁ କିପରି ଚାହୁଁଛନ୍ତି?
ଫିଲୀମୋନଙ୍କୁ ଅନୀସିମକୁ ଏକ ପ୍ରିୟ ଭାଇ ଭାବରେ ବିବେଚନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।