or_tq/phm/01/04.md

8 lines
715 B
Markdown

# ପାଉଲ ଫିଲୀମୋନଙ୍କ କେଉଁ ଭଲ ଗୁଣ ବିଷୟରେ ଶୁଣିଥିଲେ ?
ପାଉଲ ଫିଲୀମୋନଙ୍କ ପ୍ରେମ, ପ୍ରଭୁଙ୍କ ଠାରେ ବିଶ୍ଵାସ ଏବଂ ସମସ୍ତ ସାଧୁ ମାନଙ୍କ ପ୍ରତି ବିଶ୍ଵସ୍ତତା ବିଷୟରେ ଶୁଣିଥିଲେ [୧:୫] ।
# ପାଉଲଙ୍କ ଅନୁସାରେ, ଫିଲୀମୋନ ସାଧୁମାନଙ୍କ ପ୍ରତି କ'ଣ କରିଛନ୍ତି ?
ଫିଲୀମୋନ ସମସ୍ତ ସାଧୁମାନଙ୍କ ହୃଦୟକୁ ପ୍ରଫୁଲ୍ଲିତ କରିଛନ୍ତି [୧:୭]