or_tq/phm/01/01.md

8 lines
469 B
Markdown

# ପାଉଲ ଏହି ପତ୍ର ଲେଖିବାବେଳେ କେଉଁଠାରେ ଥିଲେ?
ପାଉଲ ଏହି ପତ୍ର ଲେଖିବାବେଳେ କାରଗାରରେ ଥିଲେ ।
# ଏହି ପତ୍ର କାହାକୁ ଲେଖାଯାଇଛି?
ପାଉଲଙ୍କ ପ୍ରିୟ ବନ୍ଧୁ ତଥା ସହକର୍ମୀ ଫିଲୀମୋନଙ୍କୁ ଏହି ପତ୍ର ଲେଖାଯାଇଛି ।