or_tq/mrk/16/14.md

16 lines
1.4 KiB
Markdown

# ଯେତେବେଳେ ସେ ଆପଣା ଶିଷ୍ୟମାନଙ୍କୁ ଦର୍ଶନ ଦେଲେ ସେମାନଙ୍କର ଅବିଶ୍ଵାସ ବିଷୟରେ ଯୀଶୁ ସେମାନଙ୍କୁ କ'ଣ କହିଲେ ?
ସେମାନଙ୍କର ଅବିଶ୍ଵାସ ହେତୁ ଯୀଶୁ ସେମାନଙ୍କୁ ଅନୁଯୋଗ କଲେ [୧୬:୧୪]।
# କେଉଁ ଆଜ୍ଞା ଯୀଶୁ ଶିଷ୍ୟମାନଙ୍କୁ ଦେଲେ ?
ଯୀଶୁ ସେମାନଙ୍କୁ କହିଲେ ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମନାବ ଜାତି ନିକଟରେ ସୁସମାଚାର ଘୋଷଣା କର [୧୬:୧୫]।
# କେଉଁମାନେ ପରିତ୍ରାଣ ପାଇବେ ବୋଲି ଯୀଶୁ କହିଲେ ?
ଯେଉଁମାନେ ବିଶ୍ଵାସ କରିବେ ପୁଣି ବାପ୍ତିସ୍ମ ନେବେ ସେମାନେ ପରିତ୍ରାଣ ପାଇବେ ବୋଲି ଯୀଶୁ କହିଲେ [୧୬:୧୬]।
# କେଉଁମାନେ ଦଣ୍ଡାଜ୍ଞା ପାଇବେ ବୋଲି ଯୀଶୁ କହିଲେ ?
ଯେଉଁମାନେ ବିଶ୍ଵାସ କରିବେ ନାହିଁ ସେମାନେ ଦଣ୍ଡାଜ୍ଞା ପାଇବେ ବୋଲି ଯୀଶୁ କହିଲେ [୧୬:୧୬]।