or_tq/mrk/15/09.md

8 lines
901 B
Markdown

# କାହିଁକି ପିଲାତ ଲୋକମାନଙ୍କ ନିମନ୍ତେ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହୁଁଥିଲା ?
କାରଣ ପିଲାତ ବୁଝିଥିଲେ ଯେ ପ୍ରଧାନ ଯାଜକମାନଙ୍କର ଇର୍ଷା ହେତୁ ଯୀଶୁଙ୍କୁ ତାହାଙ୍କଠାରେ ସମର୍ପଣ କରିଥିଲେ [୧୫:୧୦]।
# ଜନସମୂହ କାହାକୁ ମୁକ୍ତ କରିବା ନିମନ୍ତେ ଚିତ୍କାର କରୁଥିଲେ ଓ ସେ କ'ଣ କରିଥିଲେ ଯେ ସେ ବନ୍ଦୀ ଥିଲେ ?
ଜନସମୂହ ବାରବ୍ବାକୁ ମୁକ୍ତ କରିବା ନିମନ୍ତେ ଚିତ୍କାର କରୁଥିଲେ, ଯେ କି ଜଣେ ନରଘାତକ ଥିଲା [୧୫:୭,୧୧]।