or_tq/mrk/14/01.md

843 B
Raw Permalink Blame History

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କେମିତି କ'ଣ କରିବାକୁ ଚିନ୍ତା କରୁଥିଲେ ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ତାହାଙ୍କୁ ଛଳରେ ଧରି ବଧ କରି ପାରନ୍ତି ସେଥିର ଉପାୟ ସେମାନେ ଖୋଜୁଥିଲେ [୧୪:୧]।

ଖମୀର ରୋଟୀ ପର୍ବ ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କାହିଁକି ଏହି କାର୍ଯ୍ୟ କରି ନ ଥିଲେ ?

ଲୋକମାନଙ୍କ ମଧ୍ୟରେ ଏକ ମହା ଗଣ୍ଡଗୋଳ ହୋଇପାରେ ବୋଲି ସେମାନେ ଚିନ୍ତିତ ଥିଲେ [୧୪:]।