or_tq/mrk/13/24.md

12 lines
1.2 KiB
Markdown

# ସେହି ସମୟରେ ସେହି ମହାକ୍ଲେଶ ଉତ୍ତାରେ ଆକାଶସ୍ଥ ଶକ୍ତି ସମୁଁହ କ'ଣ ହେବ ?
ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଉ ଆଲୋକ ଦେବା ନାହିଁ, ନକ୍ଷେତ୍ରମାନେ ଆକାଶରୁ ସ୍କଳିତ ହେବେ ଓ ଆକାଶସ୍ଥ ଶକ୍ତି ସମୁଁହ ବିଚଳିତ ହେବେ [୧୩:୨୪-୨୫]।
# ସେତେବେଳେ ମେଘମାଳାରେ ଲୋକମାନେ କ'ଣ ଦେଖିବେ ?
ସେତେବେଳେ ଲୋକମାନେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମ ସହ ମେଘମାଳାରେ ଆଗମନ କରିବା ଦେଖିବେ [୧୩:୨୬]।
# ଯେତେବେଳେ ମନୁଷ୍ୟପୁତ୍ର ଆସିବେ ସେ କ'ଣ କରିବେ ?
ମନୁଷ୍ୟପୁତ୍ର ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମାଠାରୁ ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ [୧୩:୨୭]।