or_tq/mrk/12/20.md

707 B
Raw Permalink Blame History

ସାଦ୍ଦୁକୀମାନଙ୍କ ଦ୍ଵାରା କୁହାଯାଇଥିବା କାହାଣୀରେ, ସ୍ତ୍ରୀର କେତେ ସ୍ଵାମୀ ଥିଲେ ?

ସେହି ସ୍ତ୍ରୀର ସାତ ସ୍ଵାମୀ ଥିଲେ [୧୨:]।

ସ୍ତ୍ରୀର ବିଷୟରେ କେଉଁ ପ୍ରଶ୍ନ ସାଦ୍ଦୁକୀମାନେ ଯୀଶୁଙ୍କୁ ପଚାରିଲେ ?

ସେମାନେ ପଚାରିଲେ ପୁନୁରତ୍ଥାନ ସମୟରେ ସେହି ପୁରୁଷମାନଙ୍କ ମଧ୍ୟରୁ କିଏ ସେହି ସ୍ତ୍ରୀର ସ୍ଵାମୀ ହେବେ [୧୨:୨୩]।