or_tq/mrk/11/13.md

4 lines
345 B
Markdown

# ଯେତେବେଳେ ଯୀଶୁ ଡିମ୍ବିରି ଗଛରେ ଫଳ ପାଇଲେ ନାହିଁ ସେତେବେଳେ ସେ କ'ଣ କଲେ ?
ଯୀଶୁ ଡିମ୍ବିରି ଗଛକୁ କହିଲେ, "ଆଉ କେବେ ହେଁ କେହି ତୋ'ଠାରୁ ଫଳ ନ ଖାଉ" [୧୧:୧୪]।