or_tq/mrk/10/20.md

786 B
Raw Permalink Blame History

କେଉଁ ଅତିରିକ୍ତ ଆଜ୍ଞା ଯୀଶୁ ସେହି ପୁରୁଷକୁ ଦେଲେ ?

ତା'ପରେ ଯୀଶୁ ସେହି ପୁରୁଷକୁ କହିଲେ ତୁମର ସର୍ବ ବିକ୍ରୟ କର ଏବଂ ମୋହର ଅନୁଗମନ କର [୧୦:୨୧]।

ଯେତେବେଳେ ଯୀଶୁ ତାହାକୁ ଏହି ଆଜ୍ଞା ଦେଲେ ସେହି ପୁରୁଷ କିପରି ପ୍ରତିକ୍ରିୟା କଲେ, ଏବଂ କାହିଁକି ?

ସେହି ପୁରୁଷର ମୁଖ ମଳିନ ହୋଇଗଲା ପୁଣି ଦୁଃଖିତ ହୋଇ ଚାଲିଗଲେ କାରଣ ତାହାର ବହୁତ ସମ୍ପତ୍ତି ଥିଲା [୧୦:]।