or_tq/mrk/09/33.md

8 lines
539 B
Markdown

# ଶିଷ୍ୟମାନେରାସ୍ତାରେ ପରସ୍ପର କ'ଣ ବିବାଦ କରୁଥିଲେ ?
କିଏ ସେମାନଙ୍କ ମଧ୍ୟରେ ପ୍ରଧାନ ସେହି ବିଷୟରେ ଶିଷ୍ୟମାନେ ବିବାଦ କରୁଥିଲେ [୯:୩୩-୩୪]।
# କିଏ ପ୍ରଧାନ ଅଟେ ବୋଲି ଯୀଶୁ କହିଲେ ?
ଯେ ସମସ୍ତଙ୍କର ସେବକ ସେ ପ୍ରଧାନ ବୋଲି ଯୀଶୁ କହିଲେ [୯:୩୫]।