or_tq/mrk/09/01.md

1.0 KiB
Raw Permalink Blame History

ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମ ସହିତ ଉପସ୍ଥିତ ହୋଇ ଆସୁଥିବା କେଉଁମାନେ ଦେଖିବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଈଶ୍ଵରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ଵାଦ ପାଇବେ ନାହିଁ [୯:୧]।

ଯେତେବେଳେ ପିତର, ଯାକୁବ, ଏବଂ ଯୋହନ ଯୀଶୁଙ୍କ ସହିତ ପର୍ବତ ଉପରକୁ ଗଲେ ସେତେବେଳେ ତାହାଙ୍କୁ କ'ଣ ଘଟିଲା ?

ଯୀଶୁ ରୂପାନ୍ତରିତ ହେଲେ ତାହାଙ୍କ ବସ୍ତ୍ର ଉଜ୍ଜଳ ଓ ଶୁଭ୍ରବର୍ଣ୍ଣ ହୋଇଗଲା [୯:-୩]।