or_tq/mrk/08/01.md

507 B
Raw Permalink Blame History

ଯୀଶୁଙ୍କ ପଛରେ ଅନୁଗମନ କରୁଥିବା ଲୋକସମୁଁହ ସମ୍ବନ୍ଧରେ ଯୀଶୁ କେଉଁ କଥା ପ୍ରକାଶ କଲେ ?

ବହୁ ସଂଖ୍ୟକ ଲୋକ ଯେଉଁମାନେ ତାହାଙ୍କ ପଛରେ ଅନୁଗମନ କରୁଥିଲେ ସେମାନେ ଯେ କିଛି ଖାଇ ନ ଥିଲେ ସେହି ସମ୍ବନ୍ଧରେ ଯୀଶୁ ପ୍ରକାଶ କଲେ [୮:୧-]।