or_tq/mrk/07/14.md

667 B
Raw Permalink Blame History

ଜଣେ ମଣିଷକୁ କ'ଣ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ ?

ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ ଯାହାକି ତାହାଙ୍କ ଭିତରେ ପ୍ରବେଶ କରି ଅଶୁଚି କରେ [୭:୧୫,୧୮-୧୯]।

ଜଣେ ମଣିଷକୁ କ'ଣ ଅଶୁଚି କରେ ବୋଲି ଯୀଶୁ କହିଲେ ?

ଯାହା ଜଣେ ମଣିଷର ମୁଖରୁ ଯାହା ବାହାରେ ତାହା ହିଁ ତାହାକୁ ଅଶୁଚି କରେ [୭:୧୫,-୨୩]।