or_tq/mrk/06/18.md

868 B
Raw Permalink Blame History

ଯୋହନ ହେରୋଦଙ୍କୁ ଆପଣ ଯାହା କରୁଅଛନ୍ତି ତାହା ବିଧିସଙ୍ଗତ ନୁହେଁ ବୋଲି ସେ କ'ଣ କହିଥିଲେ ?

ଯୋହନ ହେରୋଦଙ୍କୁ କହିଥିଲେ ଆପଣ ଆପଣଙ୍କର ଭାଇର ଭାର୍ଯାକୁ ରଖିବା ବିଧିସଙ୍ଗତ ନୁହେଁ[୬:୧୮]।

ଯେତେବେଳେ ସେ ଯୋହନଙ୍କ ପ୍ରଚାର ଶୁଣିଲେ ସେତେବେଳେ ହେରୋଦ କିପରି ପ୍ରତିକ୍ରିୟା କଲେ ?

ଯେତେବେଳେ ସେ ଯୋହନଙ୍କ ପ୍ରଚାର୍ ଶୁଣିଲେ ସେ ଦୂଃଖିତ ହେଲେ ତଥାପି ସେ ଆନନ୍ଦରେ ତାହାଙ୍କଠାରୁ ଶୁଣିଥିଲେ [୬:]।