or_tq/mrk/05/01.md

331 B
Raw Permalink Blame History

ଯେତେବେଳେ ସେମାନେ ଗରାଶୀୟାମାନଙ୍କ ଅଞ୍ଚଳକୁ ଆସିଲେ କିଏ ଯୀଶୁଙ୍କୁ ସାକ୍ଷାତ କଲେ ?

ଜଣେ ଅଶୁଚି ଆତ୍ମା ବିଶିଷ୍ଟ ଲୋକ ଯୀଶୁଙ୍କୁ ଭେଟିଲେ [୫:୧-]।