or_tq/mrk/04/18.md

823 B
Raw Permalink Blame History

କଣ୍ଟା ଗଛ ମଧ୍ୟରେ ପଡିଥିବା ବିହନ କେଉଁ ବିଷୟକୁ ବର୍ଣ୍ଣନା କରେ ?

ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି ସଂସାରିକ ଚିନ୍ତା ବାକ୍ୟକୁ ଚାପି ପକାଏ ଏହା ସେମାନଙ୍କ ବିଷୟରେ ବର୍ଣ୍ଣନା କରେ [୪:୧୮-୧୯]।

ଉତ୍ତମ ଭୂଇଁରେ ବୁଣାଯାଇଥିବା ବିହନ କେଉଁ ବିଷୟକୁ ବର୍ଣ୍ଣନା କରେ ?

ଏହା ସେମାନଙ୍କୁ ବୁଝାଏ ଯେଉଁମାନେ ବାକ୍ୟକୁ ଶୁଣନ୍ତି, ଗ୍ରହଣ କରନ୍ତି, ପୁଣି ଫଳ ଉତ୍ପନ୍ନ କରନ୍ତି [୪:]।