or_tq/mrk/03/20.md

835 B
Raw Permalink Blame History

ଜନସମୂହ ଲୋକମାନଙ୍କ ବିଷୟରେ ଏବଂ ପରିପାର୍ଶ୍ୱସ୍ତ ଯୀଶୁଙ୍କ ଘଟଣା ବିଷୟରେ ଯୀଶୁଙ୍କର ଆତ୍ମୀୟମାନେ କ'ଣ ସବୁ ଭାବୁଥିଲେ ?

ଯୀଶୁଙ୍କର ଆତ୍ମୀୟମାନେ ଭାବୁଥିଲେ ଯେ ତାହାଙ୍କର ମତିଭ୍ରମ ହୋଇଅଛି [୩:୨୧]।

ଶାସ୍ତ୍ରୀମାନେ ଯୀଶୁଙ୍କର ବିରୁଦ୍ଧରେ କେଉଁ ଅଭିଯୋଗ ଆଣିଥିଲେ ?

ଶାସ୍ତ୍ରୀମାନେ କହିଲେ ଏହାକୁ ବାଆଲଜିବୂଲ୍ ଲାଗିଛି ପୁଣି ଭୂତପତିର ସାହାଯ୍ୟରେ ସେ ଭୂତ ଛଡାଉଅଛି [୩:]।