or_tq/mrk/03/01.md

500 B
Raw Permalink Blame History

ସେମାନେ ସମାଜଗୃହରେ ବିଶ୍ରାମବାର ଦିନରେ ଯୀଶୁଙ୍କ ପ୍ରତି କ'ଣ ଲକ୍ଷ୍ୟ କରୁଥିଲେ ?

ସେମାନେ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ ଯେ ଯଦି ସେ ବିଶ୍ରାମବାରରେ ସୁସ୍ଥ କରିବେ ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବେ [୩:୧-]।