or_tq/mrk/02/27.md

521 B
Raw Permalink Blame History

ବିଶ୍ରାମବାର କାହା ନିମନ୍ତେ ହୋଇଥିଲା ବୋଲି ଯୀଶୁ କହିଲେ ?

ବିଶ୍ରାମବାର ଲୋକମାନଙ୍କ ନିମନ୍ତେ ହୋଇଥିଲା ବୋଲି ଯୀଶୁ କହିଲେ [:୨୭]।

ଯୀଶୁ ନିଜକୁ ନିଜେ କେଉଁ ଅଧିକାର ଦାବି କଲେ ?

ଯୀଶୁ ମଧ୍ୟ ସେ ବିଶ୍ରାମବାରର ପ୍ରଭୁ ଅଟନ୍ତି [:୨୮]।