or_tq/mrk/02/20.md

485 B
Raw Permalink Blame History

ଯୀଶୁ ଉପବାସ ବିଷୟରେ କିପରି ଉତ୍ତର ଦେଲେ ?

ବରଯାତ୍ରୀମାନଙ୍କ ସହିତ ଥିବା ସମୟରେ ସେମାନେ ଉପବାସ କରନ୍ତି ନାହିଁ କିନ୍ତୁ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢିନିଆଯିବ ସେତେବେଳେ ସେମାନେ ଉପବାସ କରିବେ [:୧୯-]।