or_tq/mrk/02/13.md

483 B
Raw Permalink Blame History

ଯେତେବେଳେ ଯୀଶୁ ଲେବିଙ୍କୁ କହିଲେ ମୋହର ଅନୁଗମନ କର ସେତେବେଳେ ଲେବି କ'ଣ କରୁଥିଲେ ?

ଯେତେବେଳେ ଯୀଶୁ ଲେବିଙ୍କୁ ତାହାଙ୍କ ପଛେ ଅନୁଗମନ କରିବାକୁ କହିଲେ ଲେବି କରଆଦୟକାରୀ ସ୍ଥାନରେ ବସି କର ଆଦାୟ କରୁଥିଲେ [:୧୩-୧୪]।