or_tq/mrk/02/05.md

669 B
Raw Permalink Blame History

ଯୀଶୁ ପକ୍ଷଘାତୀ ରୋଗୀଙ୍କୁ କ'ଣ କହିଲେ ?

ଯୀଶୁ କହିଲେ ବତ୍ସ, "ତୁମର ପାପସବୁ କ୍ଷମା କରାଗଲା" [:୫]।

କେତେକ ଶାସ୍ତ୍ରୀମାନେ କାହିଁକି ଯୀଶୁ ଯାହା କହିଥିଲେ ସେହି ବିଷୟରେ ତର୍କବିତର୍କ କଲେ ?

କେତେକ ଶାସ୍ତ୍ରୀମାନେ କହିଲେ ଯେ ସେ ଈଶ୍ଵରନିନ୍ଦା କରୁଅଛି କାରଣ ଈଶ୍ଵର ହି ପାପ କ୍ଷମା କରିପାରନ୍ତି [:୬-୭]।