or_tq/mat/28/18.md

1.2 KiB
Raw Permalink Blame History

କେଉଁ ଅଧିକାର ତାଙ୍କୁ ଦିଆଯାଇଅଛି ବୋଲି ଯୀଶୁ କହିଲେ ?

ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ତାହାଙ୍କୁ ପ୍ରଦତ୍ତ ହୋଇଅଛି ବୋଲି ଯୀଶୁ କହିଲେ [୨୮:୧୮]।

କେଉଁ ତିନି ବିଷୟ ଯୀଶୁ ଆପଣା ଶିଷ୍ୟମାନଙ୍କୁ କରିବାକୁ କହିଲେ ?

ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କରି, ବାପ୍ତିଜକ ଦେଇ ଏବଂ ଶିକ୍ଷା ଦେଇ ସେମାନଙ୍କୁ ସମସ୍ତ ଯୀଶୁଙ୍କର ଆଜ୍ଞା ପାଳନ କରିବାକୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ [୨୮:୧୯-]।

କେଉଁ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ ?

ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ [୨୮:୧୯]।