or_tq/mat/25/19.md

690 B
Raw Permalink Blame History

କେତେ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଦୂରରେ ଥିଲେ ?

ଅନେକ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଥିଲେ [୨୫:୧୯] ।

ଯେତେବେଳେ ସେ ଫେରିଲେ ସେ ପାଞ୍ଚ ତୋଡ଼ା ଓ ଦୁଇ ତୋଡା ଲାଭ କରିଥିବା ଦାସଙ୍କ କ'ଣ କଲେ ?

ପ୍ରଭୁ କହିଲେ,'' ବେଶ୍‍, ଉତ୍ତମ ଓ ବିଶ୍ୱସ୍ତ ଦାସ,'' ଏବଂ ସେମାନଙ୍କୁ ବହୁତ ବିଷୟ ଉପରେ ନିଯୁକ୍ତ କଲେ [୨୫:-୨୩] ।