or_tq/mat/23/01.md

1.1 KiB
Raw Permalink Blame History

ଯେହେତୁ,ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଅଛନ୍ତି,ସେମାନଙ୍କର ଶିକ୍ଷାକୁ କ'ଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଯେଉଁ ଶିକ୍ଷା ଦେଉଥିଲେ ତାହା ଅନୁସରଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ [୨୩:-୩]।

କାହିଁକି ଯୀଶୁ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ କର୍ମକୁ ଅନୁସରଣ ନ କରିବାକୁ ଲୋକମାନଙ୍କୁ କହିଲେ ?

ଯୀଶୁ କହିଲେ ସେମାନେ ସେମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ [୨୩:୩] ।