or_tq/mat/21/01.md

441 B
Raw Permalink Blame History

ନଗରରେ ସେମାନଙ୍କ ସମ୍ମୁଖରେ ସେମାନେ କ'ଣ ପାଇବେ ବୋଲି ଯୀଶୁ ଆପଣା ଦୁଇ ଶିଷ୍ୟଙ୍କୁ କହିଲେ ?

ସେମାନେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହାର ଶାବକ ପାଇବେ ବୋଲି ଯୀଶୁ ସେମାନଙ୍କୁ କହିଲେ [୨୧:]।