or_tq/mat/20/29.md

408 B
Raw Permalink Blame History

ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି କ'ଣ କଲେ ?

ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କର [:୩୦]।