or_tq/mat/20/25.md

844 B
Raw Permalink Blame History

କିପରି ଯୀଶୁ କହଲେ ଯେ ତାହାରି ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ମହାନ ହେବ ବୋଲି ?

ଯିଏ ମହାନ ହେବାକୁ ଚାହେଁ ସେ ପ୍ରଥମେ ନିଜକୁ ଦାସ କରିବା ଉଚିତ୍ ବୋଲି ଯୀଶୁ କହିଲେ [:୨୬]।

କାହିଁକି ଯୀଶୁ ଆସିଛନ୍ତି ବୋଲି ସେ କହିଲେ ?

ଯୀଶୁ ଯେ ସେ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ବୋଲି କହିଲେ [:୨୮] ।